ଆରଏସଏସ ସଦସ୍ୟଙ୍କ ଘରକୁ ବୋମା ମାଡ

ତାମିଲନାଡୁ ମଦୁରାଇରେ ବୋମା ମାଡ।  ଆରଏସଏସ ସଦସ୍ୟ “ଏମ ଏସ କ୍ରିଷ୍ଣନ” ଙ୍କ ଘରକୁ ଫିଙ୍ଗାଯାଇଥିଲା ପେଟ୍ରୋଲ ବମ। ଦୁଇଜଣ ଦୁର୍ବୁତ୍ତ ବାଇକରେ ଆସି  କ୍ରିଷ୍ଣନଙ୍କ ଘରକୁ ୩ଟି…