ପାକିସ୍ତାନ ପାଇଁ ଗୁପ୍ତଚରି- କଲେଜ ଡ୍ରପଆଉଟ୍ ସହ ସ୍ୱାସ୍ଥ୍ୟକର୍ମୀ ଗିରଫ

ହିମାଚଳ ପ୍ରଦେଶର କାଙ୍ଗଡା ଜିଲ୍ଲାର ସୁଖାହାର ଗାଁର ବାସିନ୍ଦା ୨୦ ବର୍ଷ ବୟସ୍କ ଅଭିଷେକ ଭାରଦ୍ୱାଜଙ୍କୁ ଦେଶବିରୋଧୀ କାର୍ଯ୍ୟରେ ଲିପ୍ତ ଥିବା ଅଭିଯୋଗରେ ଗିରଫ କରାଯାଇଛି। ସୂଚନା…