ମେସିଙ୍କୁ ନେଇ ମହାଭାରତ: ଷ୍ଟାଡିୟମରେ ବିଭ୍ରାଟ- ଆୟୋଜକ ଆରେଷ୍ଟ

ମେସିଙ୍କ ଝଲକ ପାଇବାକୁ ୫ହଜାରରୁ ୪୫ହଜାର ଟଙ୍କିଆ ଟିକଟ। ଟିକଟ କାଟି ଆସିଥିଲେ ୫୦ହଜାର ଦର୍ଶକ। ହେଲେ ମେସିଙ୍କୁ ଘେରିରହିଥିଲେ ୫ଶହ ଲୋକ। ଆଉ ମାତ୍ର ୧୦…