ଜେଲରୁ ମୁକୁଳିଲେ ଆଜମ ଖାନ୍

ଦୀର୍ଘ ୨୩ ମାସ ପରେ ଜେଲରୁ ରିଲିଜ୍ ହେଲେ ଆଜମ ଖାନ୍। ସୀତାପୁର ଜେଲରୁ ବାହାରିଲେ ଆଜମ୍। ରିଲିଜ୍ ମାତ୍ରେ ସେ ନିଜ ନିର୍ବାଚନମଣ୍ଡଳୀ ରାମପୁରକୁ ଯାଇଥିଲେ।…