ବିବାଦରେ ବିଧାୟକ ବରୈୟା- କହିଲେ ଦୁଷ୍କର୍ମ ପୂଣ୍ୟ କାମ!

କଂଗ୍ରେସ ବିଧାୟକ ଫୁଲ ସିଂ ବରୈୟାଙ୍କ ବିବାଦୀୟ ବୟାନ। ଦଳିତ, ଆଦିବାସୀ ଓ ଓବିସି ମହିଳାଙ୍କୁ ନେଇ ଦେଲେ ଆପତ୍ତିଜନକ ମନ୍ତବ୍ୟ। ଯାହା ସୋସିଆଲ ମିଡିଆରେ ଭାଇରାର…