ଅବିଭାଗିକୃତ

ମା ଚର୍ଚ୍ଚିକାଙ୍କ ଷୋଳ ଦିନାତ୍ମକ ପୂଜା

କଟକ: ଶାରଦୀୟ ଦୁର୍ଗା ପୂଜାକୁ ନେଇ ଚଳଚଞ୍ଚଳ ବାଙ୍କୀର ମା ଚର୍ଚ୍ଚିକାଙ୍କ ପୀଠ। ଆଜି ଠାରୁ ୧୬ ବ୍ୟାପି ଚାଲିବ ଷୋଳ ଦିନାତ୍ମକ ପୂଜା ଚାଲିବ। ପ୍ରତ୍ୟେକ  ଦିନ ବିଭିନ୍ନ ବେଶରେ ମା ଭକ୍ତ ମାନଙ୍କୁ ଦର୍ଶନ ଦେବେ। ପୂର୍ବ ବିଦ୍ଧି ଅନୁଯାୟୀ ମନ୍ଦିର  ରାଜଗୁରୁ ଭବାନୀ ଶଙ୍କର ମହାପାତ୍ର ଙ୍କ ଦ୍ୱାରା ପ୍ରଥମେ  ବାଙ୍କୀ ରାଜା ଙ୍କ ଶ୍ରୀନଅ କୁ ଯାଇ  ଶାରଦୀୟ ଦୁର୍ଗା ପୂଜା କୁ ନେଇ ସଂକଳ୍ପ  କଳସ ସ୍ଥାପନ ପାଈଁ ରାଜାଙ୍କୁ ବରଣ କରିଥିଲେ। ଏହା ପରେ ମା ଙ୍କ ପୀଠରେ ଆରମ୍ଭ ହୋଇଛି ପ୍ରଥମ ପହିଲି ପୂଜା। ଏହି  ଦିନ ମାନଙ୍କରେ ମା ଙ୍କ ର ସ୍ୱତନ୍ତ୍ର ପୂଜାର୍ଚ୍ଚନା ହେବ।

Related Articles

Leave a Reply

Your email address will not be published.

Back to top button