ଆର୍ଟ ଗ୍ୟାଲେରିରୁ ସିଜ୍- ଏମଏଫ ହୁସେନଙ୍କ ପେଣ୍ଟିଂ

ଆର୍ଟ ଗ୍ୟାଲେରୀରେ ଏମଏଫ ହୁସେନଙ୍କ ଲାଗିଥିବା ହିନ୍ଦୁ ଦେବାଦେବୀଙ୍କ ଫଟୋକୁ ଜବତ କର। ଯେଉଁ ଫଟୋ ଗୁଡ଼ିକ ଆପତ୍ତିଜନକ, ସିଜ୍ କରିବାକୁ ନିର୍ଦେଶ ଦେଇଛନ୍ତି ଦିଲ୍ଲୀ କୋର୍ଟ।…

ଜିପିଏସ ଖୋଲିଦେଲା ଅବକାରୀ ବିଭାଗର ଗୁମର

ଜିପିଏସ ଖୋଲିଲା ଅବକାରୀ ବିଭାଗର ଗୁମର । ଜବତ ହୋଇଥିବା ଗାଡିକୁ ଚୋରା ଚାଲାଣ ପାଇଁ ନିୟୋଜିତ କରୁଥିବା ଅଭିଯୋଗ ହୋଇଛି। ମଦ ଚୋରା ଚାଲାଣ ସମୟରେ…

ବିସ୍ଫୋରଣ ପ୍ଲାନ୍ ପଣ୍ଡ

ସୁରକ୍ଷାକର୍ମୀଙ୍କୁ ମିଳିଲା ବଡ଼ ସଫଳତା। ପଣ୍ଡ ହେଲା ବିସ୍ଫୋରଣ ପ୍ଲାନ୍। ମାଓବାଦୀମାନେ ଏକ ବଡ ବିସ୍ଫୋରଣ ପାଇଁ ପ୍ରସ୍ତୁତ ହେଉଥିଲେ। ଭାରତୀୟ ସେନା, ଆସାମ ରାଇଫଲ୍ସ ଏବଂ…

କମ୍ଭଳ ଗାଡିରୁ ଗଞ୍ଜେଇ ଜବତ, ୨ଗିରଫ

କମ୍ବଳ ବେପାର ନା ରେ ଉତ୍ତରପ୍ରଦେଶକୁ ଗଞ୍ଜେଇ ଚୋରା ଚାଲାଣ ବେଳେ ପୋଲିସ ର ଚଢ଼ାଉ। ରାୟଗଡା ଜିଲ୍ଲା ଡାଙ୍ଗସୋରଡା ଫାଣ୍ଡି ନିକଟରୁ ଟାଟା ଏସି ଗାଡିରୁ…

୫୦ କେଜି ସୁନା ଓ ୨ କ୍ୱିଣ୍ଟାଲ ରୂପା ଜବତ କଲା ସିଟିଜିଏସଟି

ବ୍ୟାଙ୍କରେ ଟଙ୍କା ଲୋଡ୍ କରୁଥିବା ଗାଡିରେ ସୁନା ଚୋରାଚାଲାଣ ହେଉଥିବାବେଳେ ଧରିଲା ସିଟିଜିଏସଟି ବିଭାଗ । ଭୁବନେଶ୍ବର ଏୟାରପୋର୍ଟରୁ ଦୁଇଟି ଗାଡି ଆସୁଥିବା ନେଇ ସୂଚନା ମିଳିଥିଲା।…