serum institute

  • ଆଜି ଆସିପାରେ ସର୍ଭିକାଲ୍ କ୍ୟାନସର ପାଇଁ ଟିକା

    ଆଜି ବଜାରକୁ ଆସିପାରେ ସର୍ଭିକାଲ୍ କ୍ୟାନସର ପାଇଁ ସ୍ୱଦେଶୀ ଟିକା । ସେରମ୍ ଇନଷ୍ଟିଚ୍ୟୁଟ ଦ୍ୱାରା ପ୍ରସ୍ତୁତ କରାଯାଇଛି ଏହି ଟିକା । ଆଜି ଲଞ୍ଚ କରିବ ସେରମ ଇନଷ୍ଟିଚ୍ୟୁଟ ଦ୍ୱାରା ପ୍ରସ୍ତୁତ କରାଯାଇଥିବା ସର୍ଭିକାଲ୍ କ୍ୟାନସର ଟିକା। ୯-୧୪ ବର୍ଷର ଝିଅଙ୍କୁ ପ୍ରଥମ ପର୍ଯ୍ୟାୟରେ ଦିଆଯିବ ପ୍ରିକସନ ଡୋଜ୍ । ରାଜ୍ୟର ୧୦ ଜିଲ୍ଲାର ହାଇସ୍କୁଲରେ କିଶୋରୀଙ୍କୁ ଟିକା ଦେବା ପାଇଁ ଯୋଜନା ରହିଛି ।

Back to top button