ଭାରତର ପ୍ରହାରକୁ ମାନିଲା ପାକିସ୍ତାନ- ଆତଙ୍କବାଦ ବିରୋଧୀ ଶୂନ୍ୟସହଶୀଳତାର ବାର୍ତ୍ତା ପହଞ୍ଚାଇବାକୁ ଭାରତର ସର୍ବଦଳୀୟ ଟିମ୍
ଭାରତର ମିସାଇଲ ମାଡରେ ପାକିସ୍ତାନର ଅନେକ ଏୟାରବେସ୍ ଧ୍ୱସ୍ତ ହୋଇଛି। ଏକଥା ଶେଷରେ ମାନିଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ସେହେଓ୍ୱାଜ ସରିଫ୍। ଅପରେସନ ସିନ୍ଦୂର ପାକିସ୍ତାନର ବିପୁଳ କ୍ଷତି…