ରାଜନୀତି

କେନ୍ଦ୍ର ମନ୍ତ୍ରୀ ରାଜୀବ ଚନ୍ଦ୍ରଶେଖର ବିଫଳତାକୁ ସ୍ୱୀକାର କଲେ, କହିଲେ ଗଠନ ମୂଳକ ବିରୋଧୀ ଭାବେ କାମ କରିବ ବିଜେପି 

ନୁଆଦିଲ୍ଲୀ : କର୍ଣ୍ଣାଟକ ନିର୍ବାଚନରେ ଭାଜପାର ବିଫଳତାକୁ ସ୍ୱୀକାର କରି କେନ୍ଦ୍ର ମନ୍ତ୍ରୀ ରାଜୀବ ଚନ୍ଦ୍ରଶେଖର କହିଛନ୍ତ୍ରି ଜନତାଙ୍କର ଏହି ରାୟକୁ    ସମ୍ମାନ  କରୁଛୁ ଏବଂ ଏହାକୁ ଆମେ ସ୍ୱୀକାର କରିବାକୁ ପଡିବ ।  ଶନିବାରଦିନ ଟ୍ୱିଟକରି ସେ କହିଛନ୍ତି ଆମେ ଏକ  ଗଠନମୂଳକ ବିରୋଧୀ ଦଳ ଭାବେ  ଆମ ରାଜ୍ୟ ପାଇଁ କାମ କରିବୁ ଏବଂ ଲୋକମାନଙ୍କ ପାଇଁ ଯୋଗଦାନ ଦେବୁ । 

Related Articles

Leave a Reply

Your email address will not be published.

Back to top button