ନକ୍ସଲଙ୍କ ଟାର୍ଗେଟରେ ଶିକ୍ଷାଦୂତ..

ରକ୍ତମୁଖା ଲାଲବାହିନୀ। ଛତିଶଗଡ଼ର ନକ୍ସଲ ପ୍ରଭାବିତ ଅଞ୍ଚଳରେ ରକ୍ତର ହୋଲି ଖେଳୁଛନ୍ତି ନକ୍ସଲ। ଜଣକ ପରେ ଜଣେ ଶିକ୍ଷାଦୂତଙ୍କୁ ଅପହରଣ କରି ନିର୍ମମ ହତ୍ୟା କରିଚାଲିଛନ୍ତି ନକ୍ସଲ।…