ବର୍ଷା କ୍ଷୟକ୍ଷତି ସତ୍ତ୍ୱେ ଖରିଫ ଧାନ ଉତ୍ପାଦନ ହେବ ଅଧିକ : ଚୌହାନ

ପ୍ରବଳ ବର୍ଷା ଯୋଗୁଁ କିଛି ଫସଲ ନଷ୍ଟ ହେବା ସତ୍ତ୍ୱେ ଖରିଫ ଧାନ ଫସଲ ଅମଳ ଅଧିକ  ରହିବ ବୋଲି କୃଷିମନ୍ତ୍ରୀ ଶିବରାଜ ସିଂହ ଚୌହାନ କହିଛନ୍ତି…