ମେଘାଳୟ ହନିମୁନ ମର୍ଡର ମିଷ୍ଟ୍ରି- ରାଜାଙ୍କୁ ମର୍ଡର କରିଥିଲେ ସୋନମ- ସୁପାରୀ କିଲର ଭଡ଼ାରେ ନେଇଥିଲେ

ମେଘାଳୟର ଚେରାପୁଞ୍ଜି ନିକଟସ୍ଥ ପର୍ଯ୍ୟଟନ କେନ୍ଦ୍ର ନୋଂଗ୍ରିଆଟ ଗାଁ ଭିତରେ ଘଟିଥିବା ହନିମୁନ ହତ୍ୟା ଘଟଣାରେ ନୂଆ ମୋଡ଼ ଆସିଛି। ଆଉ କେହି ନୁହେଁ। ଖୋଦ୍‌ ରାଜାଙ୍କ…