ଗୋଆ ନାଇଟ୍ କ୍ଲବ ଅଗ୍ନିକାଣ୍ଡ- ବିଦେଶକୁ ଛୁ ମାରିଲେ ମାଲିକ

ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡରେ ୨୫ ଜଣଙ୍କ ଜୀବନ ଗଲା। ଏହି ଅଗ୍ନିକାଣ୍ଡ ଲାଗି ଦାୟୀ କିଏ। କାହାର ଅବହେଳାରୁ ଏତେ ବଡ଼ ଅଘଟଣ ଘଟିଲା। ଆବଶ୍ୟକୀୟ…