ଅଭିବ୍ୟକ୍ତି ଅଧିକାର ଉପରେ ସୁପ୍ରିମକୋର୍ଟରେ ଶୁଣାଣି

ନୂଆଦିଲ୍ଲୀ: ରାଜ୍ୟ ବା କେନ୍ଦ୍ର ମନ୍ତ୍ରୀମାନଙ୍କ ବାକ୍ ଓ ଅଭିବ୍ୟକ୍ତି ସ୍ବାଧୀନତା ପ୍ରସଙ୍ଗରେ ସୁପ୍ରିମ କୋର୍ଟରେ ହେବ ଶୁଣାଣି। ନଭେମ୍ବର ୧୫ ତାରିଖରେ ଏହି ମାମଲାର ଶୁଣାଣି…