ଜାଲି ନୋଟ କାରବାର- ଆତ୍ମଘୋଷିତ ସାଧୁ ଓ ଗ୍ୟାଙ୍ଗ୍ ଗିରଫ

ପ୍ରଦୀପ ଗୁରୁଜୀ ଗିରଫ। ସତ୍ୟମ ଯୋଗ ଫାଉଣ୍ଡେସନର ମୁଖ୍ୟ ପ୍ରଦୀପ ଜୋତାଙ୍ଗିୟା ଓ ତାଙ୍କ ଗ୍ୟାଙ୍ଗକୁ ୨ କୋଟିରୁ ଉର୍ଦ୍ଧ୍ୱ ଜାଲି ଟଙ୍କା ସହ ଗିରଫ କରିଛି…