ଦୁଷ୍କର୍ମ ମାମଲାରେ ପ୍ରଜ୍ୱଳ ରେବନ୍ନା ଦୋଷୀ- କାଲି ଦଣ୍ଡ ଶୁଣାଇବେ ଅଦାଲତ

ଦୁଷ୍କର୍ମ ମାମଲାରେ ଦୋଷୀ ସାବ୍ୟସ୍ତ ହେଲେ ପ୍ରଜ୍ୱଳ ରେବନ୍ନା। ବିଚାରପତିଙ୍କ ରାୟ ଶୁଣିବା ମାତ୍ରେ କୋର୍ଟ ପରିସରରେ କାନ୍ଦି ପକାଇଥିଲେ ପ୍ରଜ୍ୱଳ। ଜେଡିଏସର ପୂର୍ବତନ ସାଂସଦ ଅଟନ୍ତି…