ଟଳିଲା ଇଣ୍ଡିଗୋ ସଙ୍କଟ- କେନ୍ଦ୍ରର ଅସହାୟତାକୁ ଅଦାଲତଙ୍କ ଅଙ୍ଗୁଳି

ଇଣ୍ଡିଗୋ ସଙ୍କଟ ଧୀରେ ଧୀରେ ସୁଧୁରୁଛି। ଟ୍ରାକକୁ ଫେରୁଛି ଇଣ୍ଡିଗୋ। ଇଛାକୃତ ତୃଟି ଲାଗି ଇଣ୍ଡିଗୋ ବିରୁଦ୍ଧରେ ସରକାର ବି କଡ଼ା କାର୍ଯାନୁଷ୍ଠାନ ନେଲେଣି। ୧୦ ପ୍ରତିଶତ…