ରାତାରାତି ୭୦ଫୁଟର ଲୁହା ପୋଲକୁ କରିଦେଲେ ଗାଏବ

ପୁରା ପୋଲକୁ ଚୋରି କରିନେଲେ। ଶୁଣିବାକୁ ଅଜବ ଲାଗୁଥିଲେ ବି ସତ। ଛତିଶଗଡ଼ର କୋରବାରୁ ଆସିଛି ଏଭଳି ଘଟଣା।  କେନାଲରେ ଲାଗିଥିବା ୭୦ ଫୁଟ ଲମ୍ୱାର ଲୁହା…