ପୂର୍ବତନ ଅର୍ଥ ବିଭାଗର ଅଧିକାରୀ ସୁବ୍ରତ ସେନାପତିଙ୍କ ଦେହାନ୍ତ।

ସ୍ବାଧୀନତା ସଂଗ୍ରାମୀ ତଥା ପୂର୍ବତନ ବିଧାୟକ ସ୍ବର୍ଗତ ତ୍ରିଲୋଚନ ସେନାପତିଙ୍କ ସୁପୁତ୍ର ସୁବ୍ରତ ସେନାପତି (୬୪)ଙ୍କ ବୁଧବାର ରାତିରେ ହେହାନ୍ତ ହୋଇଯାଇଛି। ସେ ବାଲେଶ୍ଵର ସେକ୍ସଟ୍ୟାକ୍ସ ବିଭାଗରେ…