ସୁଡାନରେ ଭୟଙ୍କର ଭୂସ୍ଖଳନ: ପୁରା ଗାଁ ଛାରଖାର- ହଜାରେ ମୃତ- କେବଳ ଜଣେ ଜୀବିତ

ଭୂସ୍ଖଳନରେ ଦୋହଲିଗଲା ସୁଡାନ। ଗୋଟିଏ ଗାଁ ପୁରା ମାଟିରେ ମିଶିଗଲା। ହଜାରେ ଲୋକଙ୍କ ମୃତ୍ୟୁ ହୋଇଛି। ଗାଁର କେବଳ ଜଣେ ଜୀବିତ ଅଛନ୍ତି। ସୁଡାନର ପଶ୍ଚିମକ୍ଷେତ୍ର ଦାରଫୁରରେ…