SUNSET

  • ସୁର୍ଯ୍ୟାସ୍ତ ପାଇଁ ଟ୍ରାଫିକ ଜାମ…

    ସୁର୍ଯ୍ୟ ଉଦୟ ଓ ସୁର୍ଯ୍ୟାସ୍ତ ପ୍ରତ୍ୟକ ଦିନ ହୁଏ । ଗାଁ ଗହଳିରେ ସୁର୍ଯ୍ୟ ଉଦୟ କିଛି ନୁଆ ନୁହେଁ । ସକାଳୁ ସୁର୍ଯ୍ୟ ଙ୍କୁ ନମସ୍କାର କରି ଦିନ ଆରମ୍ଭ କରିନଥାନ୍ତି ଲୋକ ମାନେ। କିନ୍ତୁ ସହରୀ ଚାକଚକ୍ୟ ଓ ଦିନକୁ ଦିନ ଗଢିଉଠୁଥିବା ବିରାଟ ଅଟ୍ଟାଳିକା ମଝିରେ ସୃର୍ଯ୍ୟ ଙ୍କୁ ଦେଖିବା ସହରବାସୀଙ୍କ ପାଇଁ ସ୍ବପ୍ନ ପାଲଟିଛି। ଖାଲି ସେତିକ ନୁହଁ ଏହା ସହ ଶରୀରୀ ଢାଞ୍ଚାରେ ଡେରିରେ ଉଠିବା କଲଚର ହେଉଛି ଷ୍ଟାଟସ ସିମ୍ଭଲ। ଅମେରିକାରେ ସୁର୍ଯ୍ୟ ଉଦୟ ଦେଖିବା ପାଇଁ ରାସ୍ତାରେ ଭିଡ ଜମାଇଛନ୍ତି ଲୋକ। ନିଜର ଇଛା ପୁରଣ କରିବା ପାଇଁ ଲୋକ ମାନେ ଆଇ କାନୁନ୍ କୁ ମାନିବା ପାଇଁ ପ୍ରସ୍ତୁତି ନୁହଁନ୍ତି। ସୁର୍ଯ୍ୟସ୍ତ ର ମନୋରମ ଦୃଶ୍ୟ ଦେଖିବା ପାଇଂ ଆଗ୍ରହ ଏତେ ବଢିଗଳା ଲୋକ ମାନଙ୍କ ମଧ୍ୟ୍ୟରେ ଗାଡି ରାସ୍ତା ଉପରେ ଥୋଇ ଦେଖିବା ସହ ମୋବାଇଲ ରେ ଫୋଟୋ ଉଠାଇଲେ, କିଛି ସମୟ ପାଇଁ ଟ୍ରାଫିକ ଜାମ ହୋଇଗଲା । ଏଭଳି କରିବା ଅନୁଚିତ ।

    ଟ୍ୱିଟର ବ୍ୟବହାରକାରୀ ଟୁଇଟର ରେ ଏହି ଭିଡିଓ ଟିକୁ ପୋଷ୍ଟ କରିଛନ୍ତି । କିରା କାରରେ ବସି ଏହି ଦୃଶ୍ୟକୁ ମୋବାଇଲରେ କଏଦ କରିଥିଲେ । ଖାଲି ସେତିକି ନୁହଁ ସୁର୍ଯ୍ୟାସ୍ତ ଦେଖି ରାସ୍ତାରେ ନାଚିଲେ ଯୁବକ । ଏହି ଘଟଣା ଆମେକିରା ରେ ଚାରିଆଜେ ଚର୍ଚ୍ଚା ରେ । ଆଗକୁ ଏଭଳି ଘଟଣା ପୁନାରୁବୃତ୍ତି ହେବା ନାହିଁ ବୋଲି ସାଧାରଣରେ ଦାବ ହୋଇଛି । କିଛି ଲୋକ ଙ୍କ ଖୁସି ପାଇଁ ଅନ୍ୟ ମାନେ କାହିଁକି ଦୁଖୀ ହେବେ ।ଏଭଳି ମାନସିକତା ରହିଲେ ଦେଶ ଓ ସମାଜ ଆଗେଇବ କିପରି ? ବିଦେଶରେ ଏଭଳି ବିଭିନ୍ନ ମଜାଦାର ଘଟଣା ରହିଛି ଯାହା କି କେବେ ଶୁଣିନଥିବେ ।

    • ସ୍ମରଜିତ୍ ଆର୍ଯ୍ୟଙ୍କ ରିପୋର୍ଟ
Back to top button