କେନ୍ଦ୍ରକୁ ୭ଦିନର ମହଲତ- ଶୁଣାଣୀ ଶେଷ ହେବା ଯାଏଁ ୱାକଫ ବୋର୍ଡରେ ନିଯୁକ୍ତି ବନ୍ଦ- ସୁପ୍ରିମକୋର୍ଟ

ପରବର୍ତ୍ତୀ ଆଦେଶ ଯାଏଁ ଓ୍ୱାକଫ ବୋର୍ଡରେ କୌଣସି ନୂଆ ନିଯୁକ୍ତି ହେବନି। ସୁପ୍ରିମକୋର୍ଟ ସରକାରଙ୍କୁ ସପ୍ତାହକର ମହଲତ ଦେଇଛନ୍ତି। ୱାକଫ ସଂଶୋଧନ ଅଧିନିୟମ, ୨୦୨୫ର ସାମ୍ୱିଧାନିକ ବୈଧତା…

ଦିନ ୨ଟାରୁ ଓ୍ୱାକଫ ଆଇନ ଉପରେ ସୁପ୍ରିମ୍ ଶୁଣାଣୀ

ଓ୍ୱାକଫ ଆକ୍ଟକୁ ନେଇ ଆରମ୍ଭ ହୋଇଛି ଆଇନଗତ ଲଢ଼େଇ। ସୁପ୍ରିମକୋର୍ଟ ୭୩ଟି ଆବେଦନର ଶୁଣାଣୀ କରିବେ। ୭ଟି ବିଜେପି ଶାସିତ ରାଜ୍ୟ ବି ଓ୍ୱାକଫ ସମର୍ଥନରେ ଅପିଲ୍…

ପୂଜାଙ୍କ ଗିରଫଦାରି ଉପରେ ରହିତାଦେଶ- ଏପ୍ରିଲ ୨୧ ଯାଏ ମିଆଦ ବୃଦ୍ଧି

ଚାକିରୀରୁ ବହିଷ୍କୃତ ଟ୍ରେନି ଆଇଏଏସ ପୂଜା ଖେଦକରଙ୍କୁ ଅନ୍ତରୀଣ ଜାମିନ ମିଆଦ ବଢ଼ାଇଛନ୍ତି ସୁପ୍ରିମକୋର୍ଟ। ଅନ୍ତରୀଣ ଜାମିନ ବଳରେ ପୁଲିସ ପୂଜାଙ୍କୁ ଗିରଫ କରିପାରିବନି। ଏପ୍ରିଲ ୨୧…

ଭାରତ ଇତିହାସରେ ପ୍ରଥମ- ବିଲ୍ ମଞ୍ଜୁରୀ ପାଇଁ ୩ ମାସ ସମୟସୀମା ଧାର୍ଯ୍ୟକଲେ ସୁପ୍ରିମକୋର୍ଟ

ଭାରତ ଇତିହାସରେ ପ୍ରଥମ ଘଟଣା। ତାମିଲନାଡ଼ୁ ସରକାର କୋର୍ଟ ନିର୍ଦେଶ ବଳରେ ରାଜ୍ୟରେ ଆଇନ ଲାଗୁ କଲେ। ରାଜ୍ୟପାଳଙ୍କ ଅନୁମତି ବଦଳରେ କୋର୍ଟ ଅର୍ଡର ବଳରେ ଏହା…

ରାଜ୍ଯପାଳଙ୍କୁ ସୁପ୍ରିମ୍ ଝଟକା

ତାମିଲନାଡ଼ୁ ରାଜ୍ୟପାଳ ରାଜ୍ୟ ସରକାର ପଠାଇଥିବା ବିଲ୍ କୁ ପକାଇରଖିବା ଥିଲା ବେଆଇନ୍, ଅସାମ୍ୱିଧାନିକ। ଯେଉଁ ୧୦ଟି ବିଲ୍ ରାଷ୍ଟ୍ରପତିଙ୍କ ମଞ୍ଜୁରୀ ପାଇବାକୁ ଅପେକ୍ଷାରେ ଥିଲା। ସେ…

ଘରୁ ନଗଦ ଠାବ- ଜଷ୍ଟିସ ବର୍ମାଙ୍କୁ ଆହ୍ଲାବାଦ ହାଇକୋର୍ଟକୁ ବଦଳି ବିଜ୍ଞପ୍ତି

ଘରୁ ବିପୁଳ ନଗଦ ରାଶି ମିଳିବା ପରଠୁ ବିବାଦରେ ଓ ଚର୍ଚ୍ଚାରେ ଅଛନ୍ତି ଜଷ୍ଟିସ୍ ଯଶବନ୍ତ ବର୍ମା। ଦିଲ୍ଲୀ ହାଇକୋର୍ଟର ବିଚାରପତି ଭାବେ କାର୍ଯ୍ୟରତ ଜଷ୍ଟିସ ବର୍ମାଙ୍କୁ…

ଅପହରଣ ଓ ହତ୍ୟା ମାମଲା- ସୁପ୍ରିମକୋର୍ଟରୁ ନିରାଶ ହେଲା ସିବିଆଇ

ଅପହରଣ ଓ ହତ୍ୟା ମାମଲାରେ ଦୋଷୀ ୭ଜଣଙ୍କୁ ଖଲାସ ବିରୁଦ୍ଧରେ ସିବିଆଇ କରିଥିବା ଚ୍ୟାଲେଞ୍ଜକୁ ଖାରଜ କରିଦେଲେ ସୁପ୍ରିମକୋର୍ଟ। ୧୯୯୦ରେ କଶ୍ମୀର ୟୁନିଭରସିଟିର କୁଳପତି ଓ ତାଙ୍କ…

ବିଚାରପତିଙ୍କ ଘରେ ପୁଳା ପୁଳା ଟଙ୍କା- ରାଜ୍ୟସଭାରେ ଶୁଭିଲା ସ୍ୱର

ଦିଲ୍ଲୀର ହାଇକୋର୍ଟ ବିଚାରପତିଙ୍କ ଘରୁ ବିପୁଳ ନଗଦ ଅର୍ଥ ମିଳିବା ପରେ ଏହାକୁ ନେଇ ଚାରିଆଡ଼େ ହଇଚଇ। ରାଜ୍ୟସଭାରେ ବି ଏହାର ସ୍ୱର ଶୁଭିଛି। ରାଜ୍ୟସଭା ଅଧ୍ୟକ୍ଷ…

ଆଦାନୀକୁ କେମିତି ମିଳିଲା ଟେଣ୍ଡର?

ଆଦାନୀକୁ କେମିତି ମିଳିଲା ଟେଣ୍ଡର। ଧରାବି ବସ୍ତିର ପୁନଃବିକାଶ ପ୍ରକଳ୍ପ ପାଇଁ ହାଇଅର ବିଡ୍ ହୋଇନଥିବା ସତ୍ତ୍ୱେ ଆଦାନୀକୁ କେମିତି ଓ କେଉଁ ଆଧାରରେ ଟେଣ୍ଡର ଦିଆଗଲା…

ବିଧାୟକ ଅନସାରୀଙ୍କୁ ଅନ୍ତରୀଣ ଜାମିନ- ଗ୍ୟାଙ୍ଗଷ୍ଟର ଆକ୍ଟରେ ହୋଇଥିଲେ ଗିରଫ

ଗ୍ୟାଙ୍ଗଷ୍ଟର ଆକ୍ଟ ମାମଲାରେ ବିଧାୟକ ଆବାସ ଅନସାରୀଙ୍କୁ ମିଳିଲା ଜାମିନ୍। ୟୁପିର ବିଧାୟକ ଅନସାରୀଙ୍କୁ ସୁପ୍ରିମକୋର୍ଟ ଦେଇଛନ୍ତି ଅନ୍ତରୀଣ ଜାମିନ୍। ୟୁପି ଗ୍ୟାଙ୍ଗଷ୍ଟର ଓ ଆଣ୍ଟି ସୋସିଆଲ…

ବଢିଲା ଜଷ୍ଟିସ ଶେଖର ଯାଦବଙ୍କ ଅଡ଼ୁଆ

ବଢିଲା ଜଷ୍ଟିସ ଶେଖର ଯାଦବଙ୍କ ଅଡ଼ୁଆ । ତାଙ୍କ ବିରୋଧରେ ସୁପ୍ରିମକୋର୍ଟରେ ଫେରାଦ ହେଲେ ୧୩ ବରିଷ୍ଠ ଆଇନଜୀବୀ ।ଏଫଆଇଆର ପାଇଁ ସିଜେଆଇ ସଞ୍ଜୀବ ଖାନ୍ନାଙ୍କୁ ଲେଖିଲେ…

ପୂଣ୍ୟ କର- ଆମ୍ମାଙ୍କ ଆତ୍ମା ଶାନ୍ତି ପାଇବ

ଆମ୍ମାଙ୍କ ଆତ୍ମା ଶାନ୍ତି ପାଇବ। ଯାହା ପୂଣ୍ୟ କମାଇଛ। ତାକୁ ଯଦି ଫେରାଇନେବ। ତାହେଲେ ନା ତୁମେ ଶାନ୍ତି ପାଇବ ନା ଇହଧାମରେ ନଥିବା ଆମ୍ମା ପାଇବେ।…