ଟିମ୍ ଇଣ୍ଡିଆର ବିଜୟ ପରେ ଅବସର ନେଲେ ବିରାଟ-ରୋହିତ

ବିଶ୍ୱକପ୍ ବିଜୟ ପରେ ଟି-୨୦ ଫର୍ମାଟରୁ ଅବସର ଘୋଷଣା କରିଛନ୍ତି ବିରାଟ କୋହଲି ଓ ରୋହିତ ଶର୍ମା । ଫାଇନାଲ ମ୍ୟାଚ ଜିତିବା ପରେ ଉଭୟ ଖେଳାଳି…

ଟି-୨୦ ଫାଇନାଲରେ ଭାରତ-ଦକ୍ଷିଣ ଆଫ୍ରିକା ଫାଇଟ୍‌

ଆଜି ଟି-୨୦ ବିଶ୍ୱକପର ଫାଇନାଲ ଫାଇଟ୍‌। ଫାଇନାଲରେ ମୁହାଁମୁହିଁ ହେବେ ଭାରତ ଓ ଦକ୍ଷିଣ ଆଫ୍ରିକା। ଟ୍ରଫି ପାଇଁ ହେବ ଟାଇଟଲ ଲଢେଇ। ୧୭ ବର୍ଷ ଇତିହାସରେ…

ବିଶ୍ୱକପରେ ପ୍ରଥମ ଥର ଫାଇନାଲରେ ଦକ୍ଷିଣ ଆଫ୍ରିକା

ଟି-୨୦ ବିଶ୍ୱକପ ଫାଇନାଲରେ ଦକ୍ଷିଣ ଆଫ୍ରିକା ଟିମ୍। ଆଫଗାନିସ୍ତାନକୁ ୯ ୱିକେଟରେ ହରାଇ ଫାଇନାଲକୁ ଗଲା ଦକ୍ଷିଣ ଆଫ୍ରିକା ଟିମ୍। ୫୭ ରନର ସହଜ ଟାର୍ଗେଟକୁ ୮.୫…

ଟି-୨୦ ବିଶ୍ୱକପ : ଅଷ୍ଟ୍ରେଲିଆକୁ ହରାଇଲା ଆଫଗାନିସ୍ତାନ

ଟି-୨୦ ବିଶ୍ୱକପରେ ସବୁଠାରୁ ବଡ଼ ଓଲଟପାଲଟ  । ସୁପର-୮ ମୁକାବିଲାରେ ଅଷ୍ଟ୍ରେଲିଆକୁ ହରାଇଲା ଆଫଗାନିସ୍ତାନ । ୧୪୯ ରନକୁ ଟାର୍ଗେଟ୍ ପିଛା କରି ୧୨୭ ରନରେ ଅଲଆଉଟ୍…

ଟି-୨୦ ବିଶ୍ୱକପ: ଭାରତ-ବାଂଲାଦେଶ ସୁପର-୮ ଟକ୍କର

ଟି-୨୦ ବିଶ୍ୱକପରେ ଆଜି ଭାରତ-ବାଂଲାଦେଶ ସୁପର-୮ ଟକ୍କର। ସାର୍ ଭିଭିଆନ୍ ରିଚାର୍ଡସ ଷ୍ଟାଡିୟମ, ଆଣ୍ଟିଗୁଆରେ ଖେଳାଯିବ ହାଇଭୋଲଟେଜ ମ୍ୟାଚ୍‌। ସୁପର-୮ ରାଉଣ୍ଡର ଗ୍ରୁପ-୧ରେ  ଭାରତ-ବାଂଲାଦେଶ ମୁହଁମୁହଁ ହେବାକୁ…

ବିଜୟ ସହ ଟି-୨୦ ୱାର୍ଲଡକପରେ ପାକିସ୍ତାନର ଅଭିଯାନ ଶେଷ

ବିଜୟ ସହ ଟୁର୍ଣ୍ଣାମେଣ୍ଟରୁ ବିଦାୟ ନେଲା ପାକିସ୍ତାନ । ରବିବାର ଖେଳାଯାଇଥିବା ଶେଷ ଟି-୨୦ ୱାର୍ଲଡକପର ୩୬ତମ ମ୍ୟାଚରେ ବିପକ୍ଷ ଟିମ୍ ଆୟର୍ଲାଣ୍ଡକୁ ୩ ୱିକେଟରେ ପରାସ୍ତ…

ଟି-ଟ୍ୱେଣ୍ଟି ବିଶ୍ୱକପ : ଭାରତ-ଆମେରିକା ଫାଇଟ୍

ଟି-ଟ୍ୱେଣ୍ଟି ବିଶ୍ୱକପରେ ଆଜି ଭାରତ-ଆମେରିକା ଫାଇଟ୍। ନ୍ୟୁୟର୍କରେ ରାତି ୮ଟାରେ ପ୍ରଥମ ଥର ପାଇଁ ଏହି ଦୁଇ ଦଳ ମୁହାଁମୁହିଁ ହେବେ। ଭାରତ ଲଗାତାର ଦୁଇଟି ମ୍ୟାଚରେ…

ଟି-୨୦ ବିଶ୍ୱକପ:ଆୟର୍ଲାଣ୍ଡକୁ ୮ ୱିକେଟରେ ହରାଇଲା ଭାରତ

ଟି-୨୦ ବିଶ୍ୱକପ କ୍ରିକେଟରେ ଟିମ୍ ଇଣ୍ଡିଆର ଦମଦାର ବିଜୟ । ଭାରତ ତାର ପ୍ରଥମ ମ୍ୟାଚରେ ଆୟର୍ଲାଣ୍ଡକୁ ୮ ୱିକେଟରେ ହରାଇଛି । ବିରାଟ କୋହଲୀ ଆଉଟ…