ଫାଟିଲା ଗ୍ୟାସୋଲିନ ଟ୍ୟାଙ୍କର, ୭୦ ମୃତ

ଉତ୍ତର-କେନ୍ଦ୍ରୀୟ ନାଇଜେରିଆରେ ବିସ୍ଫୋରଣ । ଏକ ପେଟ୍ରୋଲ ଟ୍ୟାଙ୍କର ବିସ୍ଫୋରଣରେ ୭୦ ଜଣଙ୍କର ମୃତ୍ୟୁ ହୋଇଛି। ଏକ ଗ୍ୟାସୋଲିନ ଟ୍ୟାଙ୍କର ବିସ୍ଫୋରଣ ହେବା ଯୋଗୁଁ ଅନେକ ଲୋକଙ୍କ…