ମିଛୁଆ ସହ ପରବୁଦ୍ଧିରେ ଚାଲନ୍ତି ନବୀନ- ପ୍ରସନ୍ନ ପାଟ୍ଟଶାଣୀ

ନବୀନ ପଟ୍ଟନାୟକ ଭୀଷଣ ମିଛ କୁହନ୍ତି। ପାଣ୍ଡିଆନଙ୍କ କଥାରେ ଆଜି ବି ପରିଚାଳିତ ନବୀନ। ପାଣ୍ଡିଆନ ନବୀନଙ୍କ ମୁହଁରେ ମିଛ କୁହାଇ ନବୀନଙ୍କ ଭାବମୂର୍ତ୍ତି ନଷ୍ଟ କରିସାରିଲେଣି।…