ପୁଣି ଥରେ ଉପ-ମୁଖ୍ୟମନ୍ତ୍ରୀ ହେଲେ ତେଜସ୍ୱୀ…କାହିଁକି ରହିଛି ତେଜସ୍ୱୀଙ୍କ ବିହାର ପଲିଟିକ୍ସରେ ତେଜ୍ ?

ନୀତିଶଙ୍କ ରାଜତିଳକ ହୋଇଛି। ଥରେ ନୁହେଁ। ଆଜିକୁ ମିଶାଇ ୮ ଥର ମୁଖ୍ୟମନ୍ତ୍ରୀ ମୁକୁଟ ପିନ୍ଧିଛନ୍ତି ନୀତିଶ। ହେଲେ ନୀତିଶଙ୍କ ତୁଳନାରେ ଢେର୍ କନିଷ୍ଠ ଥିବା ତେଜସ୍ୱୀ…