କମଳ ହାସନଙ୍କ ‘କନ୍ନଡ ତାମିଲରୁ ଜନ୍ମ ନେଇଛି’ ମତ – ତେଜିଲା ଭାଷା ବିବାଦ

ବିଶିଷ୍ଟ ଅଭିନେତା କମଳ ହାସନ ତାଙ୍କ ଆସନ୍ତା ଚଳଚ୍ଚିତ୍ର Thug Life ର ପ୍ରଚାର ସମୟରେ ଏକ ବିବାଦୀୟ କମେଣ୍ଟ କରିଛନ୍ତି, ଯେଉଁଥିରେ ସେ କହିଛନ୍ତି, “କନ୍ନଡ…