କନ୍ଦାଇଲାଣି ଇଣ୍ଡିଗୋ- ଯାତ୍ରୀଙ୍କ ହୋଟେଲ, ଏୟାରପୋର୍ଟ ଟ୍ରାନ୍ସପୋର୍ଟ ଖର୍ଚ୍ଚ ବହନ କରିବ!

ଆଉ ଇଣ୍ଡିଗୋରେ କଦାପି ଯିବୁନି। ଅନ୍ତତଃ ଆମ ଲଗେଜ୍ ଦେଇଦିଅ। ଦିଲ୍ଲୀରୁ ଶ୍ରୀନଗର ଯାଉଥିବା ଜଣେ ମହିଳା ଯାତ୍ରୀ କାନ୍ଦି କାନ୍ଦି ଏଭଳି କହିଛନ୍ତି। ଟଙ୍କା ରିଫଣ୍ଡ…