ନଦୀରେ ବୁଡ଼ି ୮ ସାଙ୍ଗଙ୍କ ମୃତ୍ୟୁ

ରାଜସ୍ଥାନର ଜୟପୁରରେ ବଡ଼ ଅଘଟଣ। ଟୋଙ୍କରେ ବନାସ ନଦୀରେ ଆଜି ଅପରାହ୍ନରେ ବୁଡ଼ି ୮ଜଣଙ୍କ ମୃତ୍ୟୁ ହୋଇଛି। ଜୟପୁରକୁ ପିକନିକ୍ ପାର୍ଟି କରିବାକୁ ଯାଇଥିଲେ ୧୧ ସାଙ୍ଗ।…