କାହା ଭୁଲ୍ ପାଇଁ ପହଲଗାମରେ ନଥିଲେ ସୁରକ୍ଷାବଳ- ପଦାକୁ ଆସିଲା ଅସଲ କାରଣ..

ପହଲଗାମର ବୈସିରନ ଘାଟିରେ କାହିକି ନଥିଲେ ସୁରକ୍ଷାକର୍ମୀ। ସର୍ବଦଳୀୟ ବୈଠକରେ ବିରୋଧୀ ଦଳ ପ୍ରଶ୍ନ କରିଥିଲା ବେଳେ ସରକାର ଏହାର ସ୍ପଷ୍ଟିକରଣ ରଖିଥିଲେ। ବୈସିରନ ଘାଟିକୁ ଏମିତିରେ…