ତିସ୍ତା ନଦୀରେ ହଜାରେ ଫୁଟ ତଳକୁ ଖସିପଡ଼ିଲା ଟୁରିଷ୍ଟ ବସ୍- ଗାଡ଼ିରେ ଥିଲେ ଅନେକ ଓଡ଼ିଆ ଯାତ୍ରୀ

ସିକ୍କିମରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ତିସ୍ତା ନଦୀରେ ଏକ ଟୁରିଷ୍ଟ ବସ୍ ବହୁ ଗଭୀରକୁ ଖସିପଡ଼ିବାରୁ ଅନେକ ଯାତ୍ରୀ ମୃତାହତ ହୋଇଛନ୍ତି। ଏ ଯାବତ୍ ଜଣଙ୍କର…