ମାତ୍ର ୩ ମିନିଟ୍ ଚାଲିଲା ଲୋକସଭା..

ଆଜି ବି ସୁରୁଖୁରୁରେ ଚାଲିପାରିଲାନି ଲୋକସଭା। ଗୃହ କାର୍ଯ୍ୟ ଆରମ୍ଭ ମାତ୍ରେ ବିରୋଧୀଙ୍କ ହଟ୍ଟଗୋଳ ଓ ହଙ୍ଗାମାରୁ ବାଚସ୍ପତି ଆଗ ୧୨ଟା ଯାଏ ଗୃହକୁ ମୁଲତବୀ କରିଥିଲେ।…