ଡୋଲୋ 650- କାହିଁକି ଇଣ୍ଟରନେଟରେ କରୁଛି ଟ୍ରେଣ୍ଡିଂ?

ଡୋଲୋ ୬୫୦ ଆଜି ଇଣ୍ଟରନେଟରେ ଜୋରଦାର ଟ୍ରେଣ୍ଡିଂ କରିଥିଲା। ତେେବ କାହିଁକି ଅଚାନକ ଏହା ଟ୍ରେଣ୍ଡିଂ କରିଥିଲା, ତାହାର କାରଣ ଖୋଜିବାକୁ ଲାଗିଥିଲେ ଲୋକେ। ଆଉ କିଛି…