ମହାନଦୀ ଜଳବିବାଦ- ସେପ୍ଟେମ୍ୱର ୬କୁ ଘୁଞ୍ଚିଲା ଶୁଣାଣୀ- ଆପୋଷ ସମାଧାନରେ କଅଣ ରହିବ ସର୍ତ୍ତ?

ମହାନଦୀ ଜଳ ବିବାଦର ଶୁଣାଣୀ ସେପ୍ଚେମ୍ୱର ୬ରେ ହେବ। ଟ୍ରିବ୍ୟୁନାଲରେ ଏ ଶୁଣାଣୀ ୬କୁ ଘୁଞ୍ଚିଲା। ସମାଧାନ ଲାଗି ଉଭୟ ପକ୍ଷ ରାଜିଥିବା ନେଇ ଆଡଭୋକେଟ ଜେନେରାଲ…