ପଶ୍ଚିମବଙ୍ଗ ପୁରୁଲିଆରେ ମର୍ମନ୍ତୁଦ ଦୁର୍ଘଟଣା- ୯ ମୃତ

ପଶ୍ଚିମବଙ୍ଗର ପୁରୁଲିଆରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ଟ୍ରକ୍ ଓ କାର ଭିତରେ ଧକ୍କାରୁ ୯ଜଣଙ୍କ ମୃତ୍ୟୁ ହୋଇଛି। ପୁରୁଲିଆ-ଟାଟା ଜାତୀୟ ରାଜପଥ ଉପରେ ବଳରାମପୁର ଥାନା ଅନ୍ତର୍ଗତ…