ଆତଙ୍କବାଦୀଙ୍କୁ ପୋଷୁଛି ପାକିସ୍ତାନ

ଜାତିସଂଘରେ ପାକିସ୍ତାନର ପୋଲ୍ ଖୋଲିଲା ଭାରତ। ଆତଙ୍କବାଦୀଙ୍କୁ ପୋଷୁଛି ପାକିସ୍ତାନ। ଜାତିସଂଘରେ ଭାରତର ଉପ ସ୍ଥାୟୀ ପ୍ରତିନିଧି ଯୋଜନା ପଟେଲ ପାକିସ୍ତାନ ବିରୁଦ୍ଧରେ ବିଷୋଦଗାର କରିଛନ୍ତି। ପାକିସ୍ତାନ…