କ୍ଷମା ମାଗିଲେ କେନ୍ଦ୍ରମନ୍ତ୍ରୀ : ପ୍ରୋସିଡିଂ ବନ୍ଦ କଲେ ଅଦାଲତ

କେନ୍ଦ୍ରମନ୍ତ୍ରୀ ଶୋଭା କରନ୍ଦଲାଜେଙ୍କ ବିରୁଦ୍ଧରେ ପ୍ରୋସିଡିଂକୁ ରଦ୍ଦ କଲେ ମାଡ୍ରାସ ହାଇକୋର୍ଟ। ରାଜ୍ୟ ସରକାରଙ୍କୁ କ୍ଷମା ମାଗିଲା ପରେ ଏଭଳି ପଦକ୍ଷେପ ନେଇଛନ୍ତି ଅଦାଲତ। ରାମେଶ୍ୱର କାଫେ…