ୟୁପିର ଉନ୍ନାଓରେ ଦୁର୍ଘଟଣା ଘଟଣା, ମୃତକଙ୍କ ପରିବାରକୁ ସହାୟତା ରାଶି ଘୋଷଣା

ୟୁପିର ଉନ୍ନାଓରେ ମର୍ମନ୍ତୁଦ ଦୁର୍ଘଟଣା। ବିହାରରୁ ଦିଲ୍ଲୀ ଅଭିମୁଖେ ଯାଉଥିବା ଏକ ଡବର ଡେକର ବସ୍ ଓଭରଟେକ୍ କରୁଥିବା ବେଳେ ପଛପଟୁ କ୍ଷୀର ଟାଙ୍କରକୁ ପିଟିବାରୁ ୧୮ଜଣଙ୍କ…