ଶ୍ୱଶୁର ସହ ପତ୍ନୀ ଫେରାର୍- ଖୋଜିଦେଲେ ମିଳିବ ୨୦ହଜାର

ଶ୍ୱଶୁର ସହ ପତ୍ନୀ ଫେରାର୍। ୟୁପିର ଇତାଓ୍ୱାହରୁ ଆସିଛି ଏଭଳି ଅଭାବନୀୟ ଘଟଣା। ଦାଦା ଶ୍ୱଶୁରଙ୍କ ସହ ନିଜ ଦୁଇ ଝିଅଙ୍କୁ ନେଇ ଫେରାର୍ ହୋଇଯାଇଛି ପତ୍ନୀ।…