ଉତ୍ତରାଖଣ୍ଡରେ ହେଲିକେପ୍ଟର କ୍ରାସ- ପାଇଲଟ ସମେତ ୬ ମୃତ

ଉତ୍ତରାଖଣ୍ଡର ଉତ୍ତରକାଶୀରେ ହେଲିକେପ୍ଟର କ୍ରାସ୍। ତୀର୍ଥଯାତ୍ରୀଙ୍କୁ ନେଇ ଯାଉଥିବା ହେଲିକେପ୍ଟର ଦୁର୍ଘଟଣାଗ୍ରସ୍ତରୁ ପାଇଲଟଙ୍କ ସମେତ ୬ଜଣଙ୍କ ଜୀବନ ଯାଇଛି। ଜଣେ ଗୁରୁତର ଅଛନ୍ତି। ଏହି ଦୁର୍ଘଟଣା ଉତ୍ତରକାଶୀର…