ବାପାକୁ ମର୍ଡର ବେଳେ ମାଆ ଦେଖୁଥିଲା- ନାବାଳକ ପୁଅର ବୟାନ ହଇଚଇ

ରାଜସ୍ଥାନର ଅଲଓ୍ୱରରେ ଅଭାବନୀୟ ଘଟଣା। ଶୁଣିଲେ ଲୋମଟାଙ୍କୁରି ଯିବ। ପୁଅ ଆଗରେ ସ୍ୱାମୀକୁ ହତ୍ୟା କରିଦେଲା ପତ୍ନୀ। ଅଧା ରାତିରେ ଘରକୁ ବୟଫ୍ରେଣ୍ଡ ଡାକି ମର୍ତର କରିଦେଲା…