ରାଜ୍ୟପାଳଙ୍କ ଯୌନଶୋଷଣ ମାମଲା : ସୁପ୍ରିମକୋର୍ଟ ଗଲେ ପୀଡ଼ିତା

ଯୌନ ଉତ୍ପୀଡ଼ନ ମାମଲାରେ ପଶ୍ଚିମବଙ୍ଗ ରାଜ୍ୟପାଳଙ୍କ ବିରୁଦ୍ଧରେ ସୁପ୍ରିମକୋର୍ଟ ଗଲେ ଅଭିଯୋଗକାରିଣୀ। ରାଜ୍ୟପାଳ ପଦରେ ଆନନ୍ଦ ବୋଷ ରହିବା ଯାଏ ତାଙ୍କୁ ନ୍ୟାୟ ମିଳିବନି ବୋଲି ଗୁହାରି…