ଫଟୋଗ୍ରାଫି ଉପରୁ ଉଠିଲା କଟକଣା

ବେଙ୍ଗାଲୁରୁ: କର୍ଣ୍ଣଟକ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ପରେ ରାଜ୍ୟ ସରକାର ରାଜ୍ୟର ସମସ୍ତ ସରକାରୀ ଅଫିସରୁ ଫଟୋଗ୍ରାଫି ଓ ଭିଡିଓଲାଇଜେସନ କରିବା ଉପରେ ଜାରି ନିଷେଦ୍ଧାଦେଶ ଉଠାଇ ନେଇଛି।…