୨୮ରେ ମୋଦିଙ୍କ ପୋଲାଭରମ ମିଟିଂ- ହକ୍ ପାଇବ ତ ଓଡ଼ିଶା?

ପୋଲାଭରମ ପ୍ରକଳ୍ପ ବିବାଦ ନେଇ ଉଚ୍ଚସ୍ତରୀୟ ବୈଠକ ବସିବ। ୨୮ରେ ବସିବାକୁ ଥିବା ଏହି ବୈଠକରେ ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ ମୋଦି। ଓଡ଼ିଶା, ଆନ୍ଧ୍ର, ଛତିଶଗଡ଼ ଓ…