ଭୋଟବ୍ୟାଙ୍କର ଭାଇରସ ବିରୋଧୀ- ମୋଦି

ଓ୍ୱାକଫ ସଂଶୋଧ ଆଇନକୁ ବିରୋଧ କରୁଥିବା କଂଗ୍ରେସକୁ ଟାର୍ଗେଟ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି। କଂଗ୍ରେସ ଦଳ ଭୋଟ ବ୍ୟାଙ୍କର ଭାଇରସକୁ ବିସ୍ତାର କରୁଥିବାର ଆରୋପ ଲଦିଛନ୍ତି ମୋଦି।…