ବର୍ଷାରେ ବେହାଲ ମୁମ୍ୱାଇ- କୁଲୁରେ ବାଦଲଫଟା ବର୍ଷାର ବିଭୀଷିକା

ହିମାଚଳପ୍ରଦେଶର କୁଲୁରେ ପୁଣି ବାଦଲଫଟା ବର୍ଷାର ବିଭୀଷିକା। ଅନେକ ଦୋକାନ, ଗାଡ଼ି ଓ ପୋଲ ଭାସିଯାଇଛି। ବାଦଲଫଟା ବର୍ଷାରୁ ବନ୍ୟା ସ୍ଥିତି ଉପୁଜିଛି। କୁଲୁ ଓ ବଞ୍ଜାରରେ…