ରାଜଧାନୀରେ ଆଜି ଦିନ ୨ଟା ଠାରୁ ବନ୍ଦ ରହିବ ଜଳ ଯୋଗାଣ

ଆଜି ଦିନ ୨ଟାରୁ ଆସନ୍ତାକାଲି ଦିନ ୨ଟା ପର୍ଯ୍ୟନ୍ତ ରାଜଧାନୀର ବିଭିନ୍ନ ଅଞ୍ଚଳରେ ଜଳ ଯୋଗାଣ ବନ୍ଦ ରହିବ । ମୁଣ୍ଡଳିଠାରେ ପାଇପ ଲାଇନରେ ଏକ ଜରୁରିକାଳୀନ…