ନୂଆବର୍ଷରେ ବିଏସଏନଏଲ ଆରମ୍ଭ କଲା ଓ୍ୱାଇଫାଇ କଲିଂ- ମାଗଣାରେ ସେବା ପାଇବେ ଗ୍ରାହକ

ନୂଆବର୍ଷରେ ଉପଭୋକ୍ତାଙ୍କୁ ବିଏସଏନଏଲର ସରପ୍ରାଇଜ୍ ଗିଫ୍ଟ। ଓ୍ୱାଇ-ଫାଇ କଲିଂ ଫିଚର ଆସିଲା। ବିନା ନେଟଓ୍ୱର୍କରେ କଲ୍ କରିପାରିବେ। ଜାତୀୟସ୍ତରରେ ଭଏସ ଓଭର ଓ୍ୱାଇଫାଇ ସେବାକୁ ଆରମ୍ଭ କରିଛି…