ଇଣ୍ଟରନାସନାଲ ବୁକର ପ୍ରାଇଜ୍ ପାଇ ଇତିହାସ ରଚିଲେ ବାନୁ ମୁସ୍ତାକ

୨୦୨୫ ର International Booker Prize ବିଜେତା ଭାବେ ଭାରତୀୟ ଲେଖିକା ବାନୁ ମୁସ୍ତାକଙ୍କୁ ମନୋନୀତ କରାଯାଇଛି। ତାଙ୍କର କୃତି Heart Lamp କନ୍ନଡ ଭାଷାରେ ଲେଖାଯାଇଥିଲା…